Door43-Catalog_or_tn/1CO/01/04.md

23 lines
2.2 KiB
Markdown
Raw Normal View History

2018-01-11 01:51:28 +00:00
# ମୁଁ ଧନ୍ୟବାଦ ଦିଏ
ଏଠାରେ: “ମୁଁ, ପାଉଲ, ବିଶେଷ ଭାବେ ଧନ୍ୟବାଦ ଦିଏ”
# ଈଶ୍ଵରଙ୍କ ଅନୁଗ୍ରହ ଯାହା ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କୁ ଦେଇଅଛନ୍ତି
“ଅନୁଗ୍ରହ ଯାହା ଈଶ୍ଵର ତୁମ୍ଭମାନଙ୍କୁ ଦେଇଅଛନ୍ତି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି”।
# ସେ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି
ସମ୍ଭାବ୍ୟ ଅର୍ଥ ଗୁଡିକ ହେଲା ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଅଥବା ) “ଈଶ୍ଵର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”।
# ସମସ୍ତ ଦିଗରେ ତୁମ୍ଭମାନଙ୍କୁ ଧନବାନ କରିବେ
“ଅନେକ ଆତ୍ମିକ ଆଶୀର୍ବାଦ ଗୁଡିକରେ ତୁମ୍ଭମାନଙ୍କୁ ଧନବାନ କରିବେ”
# ସମସ୍ତ ପ୍ରକାର ବକ୍ତୃତାରେ
ଅନେକ ପ୍ରକାରେ ଈଶ୍ଵରଙ୍କ ସମ୍ବାଦ ଅନ୍ୟମାନଙ୍କୁ କହିବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସମର୍ଥ କରିଅଛନ୍ତି।
# ସମସ୍ତ ପ୍ରକାର ଜ୍ଞାନ
ଅନେକ ପ୍ରକାରେ ଈଶ୍ଵରଙ୍କ ସମ୍ବାଦ ବୁଝିବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସମର୍ଥ କରିଅଛନ୍ତି।
# ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସାକ୍ଷ୍ୟ
“ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସମ୍ବାଦ”
# ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି
ଏଠାରେ: “ତୁମ୍ଭମାନଙ୍କ ଜୀବନ ସ୍ପଷ୍ଟ ଭାବେ ପରିବର୍ତ୍ତିତ ହୋଇଅଛି”