# ମୁଁ ଧନ୍ୟବାଦ ଦିଏ ଏଠାରେ: “ମୁଁ, ପାଉଲ, ବିଶେଷ ଭାବେ ଧନ୍ୟବାଦ ଦିଏ” # ଈଶ୍ଵରଙ୍କ ଅନୁଗ୍ରହ ଯାହା ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କୁ ଦେଇଅଛନ୍ତି “ଅନୁଗ୍ରହ ଯାହା ଈଶ୍ଵର ତୁମ୍ଭମାନଙ୍କୁ ଦେଇଅଛନ୍ତି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି”। # ସେ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି ସମ୍ଭାବ୍ୟ ଅର୍ଥ ଗୁଡିକ ହେଲା ୧) “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି” ଅଥବା ୨) “ଈଶ୍ଵର ତୁମ୍ଭମାନଙ୍କୁ ଧନବାନ କରିଅଛନ୍ତି”। # ସମସ୍ତ ଦିଗରେ ତୁମ୍ଭମାନଙ୍କୁ ଧନବାନ କରିବେ “ଅନେକ ଆତ୍ମିକ ଆଶୀର୍ବାଦ ଗୁଡିକରେ ତୁମ୍ଭମାନଙ୍କୁ ଧନବାନ କରିବେ” # ସମସ୍ତ ପ୍ରକାର ବକ୍ତୃତାରେ ଅନେକ ପ୍ରକାରେ ଈଶ୍ଵରଙ୍କ ସମ୍ବାଦ ଅନ୍ୟମାନଙ୍କୁ କହିବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସମର୍ଥ କରିଅଛନ୍ତି। # ସମସ୍ତ ପ୍ରକାର ଜ୍ଞାନ ଅନେକ ପ୍ରକାରେ ଈଶ୍ଵରଙ୍କ ସମ୍ବାଦ ବୁଝିବା ନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସମର୍ଥ କରିଅଛନ୍ତି। # ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସାକ୍ଷ୍ୟ “ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସମ୍ବାଦ” # ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି ଏଠାରେ: “ତୁମ୍ଭମାନଙ୍କ ଜୀବନ ସ୍ପଷ୍ଟ ଭାବେ ପରିବର୍ତ୍ତିତ ହୋଇଅଛି”