21 lines
4.8 KiB
Markdown
21 lines
4.8 KiB
Markdown
|
# ତୁମେ ବ୍ୟଭିଚାରୀମାନେ !
|
|||
|
ଏହା ଗୋଟିଏ ତୁଳନାତ୍ମକ ଅଟେ ଯେ ତୁଳନା କରେ ବିଶ୍ୱାସୀମାନେ ଯିଏ ଈଶ୍ୱରଙ୍କୁ ମାନେ ନାହିଁ ଜଣେ ସ୍ତ୍ରୀ ସହ ଯାହାର ପର ପୁରୁଷ ସହ ଯୌନ ସମ୍ପର୍କ ରଖେ | ଏହିପରି ଅନୁବାଦ କରିପାରିବ
|
|||
|
“ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱସ୍ଥ ହେଉ ନାହିଁ !” (ଦେଖ: ତୁଳନାତ୍ମକ)
|
|||
|
|
|||
|
# ତୁମ୍ଭେମାନେ ଜାଣ ନାହିଁ
|
|||
|
ଏହା ଗୋଟିଏ ଆଳଙ୍କାରିକ ପ୍ରଶ୍ନ ଅଟେ ଯେ ଯାକୁଵ ତାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେଇ ବ୍ୟବହାର କରନ୍ତି |
|
|||
|
ଅନ୍ୟ ଭାଷାନ୍ତର: “ତୁମ୍ଭେମାନେ ଜାଣ” | (ଦେଖ: ଆଳଙ୍କାରିକ ପ୍ରଶ୍ନ)
|
|||
|
|
|||
|
# ଜଗତ ସହ ବନ୍ଧୁତା
|
|||
|
“ଜଗତ ସହ ବନ୍ଧୁତା” ପରିଚିତ ହେବା ବା ଜଗତର ମାପକାଠି ଏବଂ ଆଚରଣରେ ଅଂଶୀହେବାରେ ସୂଚିତ କରେ | (ଦେଖ: ମୂଳସୂଚକ ଶବ୍ଦ)|
|
|||
|
|
|||
|
# ଈଶ୍ୱରଙ୍କ ବିରୁଦ୍ଧତା ଜଗତର ମାପକାଠିର ଅଂଶୀହେବା ଅର୍ଥାତ୍ ଶତ୍ରୁ ବୋଲି ପ୍ରତିପନ୍ନ ହେବା | ଅନ୍ୟ ଭାଷାନ୍ତର ହେଲା: “ ଯେଉଁମାନେ ଈଶ୍ୱରଙ୍କୁ ଅସମ୍ମାନ କରନ୍ତି ତାହା ସହ କେହିଜଣେ ଈଶ୍ୱରଙ୍କୁ ପ୍ରତିବାଧା ଭଳି ଅନୁକରଣ କରିବା”|
|
|||
|
|
|||
|
# ଜଗତ ସହ ବନ୍ଧୁତା କରିବା
|
|||
|
“ଯେଉଁମାନେ ଈଶ୍ୱରଙ୍କୁ ଅସମ୍ମାନ କରିବା ଭଳି ଅନୁକରଣ କରନ୍ତି”|
|
|||
|
|
|||
|
# ଅଥବା ତୁମେ ଭାବ କି ଧର୍ମଶାସ୍ତ୍ର ଅଦରକାରୀ ଅଟେ
|
|||
|
ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯାକୁଵ ତାଙ୍କ ଶ୍ରୋତାମାନଙ୍କୁ ଉତ୍ସାହିତ କରନ୍ତି | ଏହା ଗୋଟିଏ ଉକ୍ତି ଭାବେ ଅନୁବାଦ କରିପାର : “ଧର୍ମଶାସ୍ତ୍ର ସତ୍ୟ ଅଟେ ”|
|
|||
|
|
|||
|
# ଇଶ୍ଵର ପବିତ୍ର ଆତ୍ମାଙ୍କୁ ଆମ୍ଭମାନଙ୍କ ମଧ୍ୟରେ ବାସ କରାଇଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଧିକାର କରିବା ଏକାନ୍ତ କାମନା ଅଟେ
|
|||
|
ସେଠାରେ କେତେକ ଘଟଣାଗୁଡିକ ଅଛି ଯେ ଏହି ପଦରେ ତାହା ଅସ୍ପଷ୍ଟ ଅଟେ | “ଆତ୍ମା” ପବିତ୍ର ଆତ୍ମା ବା ଗୋଟିଏ ମାନବ ଆତ୍ମା କି ? ଈଶ୍ୱରଙ୍କ ବା ଆତ୍ମାର “ଏକାନ୍ତ କାମନା” ରହିଅଛି କି? “ଏକାନ୍ତ କାମନା” ଭଲ ବା ମନ୍ଦ ଅଟେ କି ? “ହଁ” ବା “ନାଁ” ଉତ୍ତର ଗୋଟିଏ ଆଳଙ୍କାରିକ ପ୍ରଶ୍ନ ଆଶା କରେ କି? ଏହି ଅନିଶ୍ଚିତ ଫଳାଫଳଗୁଡିକ ଅନ୍ତଃତ ପକ୍ଷେ ପାଞ୍ଚୋଟି ସମ୍ଭାବ୍ୟ ଅର୍ଥଗୁଡିକ ଅଛି : ୧) “ହଁ, ଈଶ୍ୱର ମାନବ ଆତ୍ମା ଏକାନ୍ତ କାମନା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟରେ ରଖିଲେ ” ବା ୨) “ହଁ, ଈଶ୍ୱର ପବିତ୍ର ଆତ୍ମା ପାଇଁ ଏକାନ୍ତ କାମନା କରି ଆମ୍ଭମାନଙ୍କୁ ମଧ୍ୟରେ ଅଧିକାର କରନ୍ତି” ବା ୩) “ହଁ, ମାନବ ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ମନ୍ଦ ଇଚ୍ଛା ରଖିଅଛନ୍ତି ” ବା ୪) “ହଁ,ପବିତ୍ର ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଏକାନ୍ତ କାମନା କରି ରଖିଅଛନ୍ତି ” ବା ୫) “ନା, ପବିତ୍ର ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଈର୍ଷା କରନ୍ତି ନାହିଁ ”| ଆମେ ପ୍ରସ୍ତାବ ଦେଉ ଯେ ତୁମେ ଅର୍ଥ ବ୍ୟବହାର କର ଯେ ତୁମର ପାଠକ ଅନ୍ୟ ଅନୁବାଦରେ ବ୍ୟବହାର କରି ଉପସ୍ଥାପନ କରାଯାଇଅଛି |
|