Door43-Catalog_or_tn/JAS/02/12.md

14 lines
1.1 KiB
Markdown
Raw Normal View History

2018-01-11 01:51:28 +00:00
# ତେଣୁ କୁହ ଏବଂ ପାଳନ କର …
ଯାକୁଵ ଏପରି କରିବା ନିମନ୍ତେ ଆଦେଶ ଦେଲେ | “ତେଣୁ ତୁମେ ନିଶ୍ଚୟ କୁହ ଏବଂ ପାଳନ କର”.
# ସ୍ୱାଧିନତାର ବ୍ୟବସ୍ଥା ଦ୍ୱାରା ଯେ ବିଚାରିତ ହେବ
“ଯିଏ ସ୍ୱାଧିନତାର ବ୍ୟବସ୍ଥା ଜାଣେ ସେମାନେ ଶୀଘ୍ର ବିଚାରିତ ହେବେ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ନିୟମ ଦ୍ୱାରା
ଏଠାରେ ନିୟମ ଗୋଟିଏ ମାନବ ବିଚାରପତିର ଗୁଣ ସମ୍ପନ୍ନକୁ ଦେଖାଏ |(ଦେଖ: ମାନବିକରଣ)
# ସ୍ୱାଧିନତାର ବ୍ୟବସ୍ଥା
“ବ୍ୟବସ୍ଥା ଯାହା ସତ୍ୟ ସ୍ୱାଧିନତା ଦିଏ ”
# ଦୟା ଜୟଧ୍ୱନୀ କରେ
“ଦୟା ତା'ଠାରୁ ଉତ୍ତମ ” ବା “ଦୟା ପରାଜିତ କରେ ”