# ତେଣୁ କୁହ ଏବଂ ପାଳନ କର … ଯାକୁଵ ଏପରି କରିବା ନିମନ୍ତେ ଆଦେଶ ଦେଲେ | “ତେଣୁ ତୁମେ ନିଶ୍ଚୟ କୁହ ଏବଂ ପାଳନ କର”. # ସ୍ୱାଧିନତାର ବ୍ୟବସ୍ଥା ଦ୍ୱାରା ଯେ ବିଚାରିତ ହେବ “ଯିଏ ସ୍ୱାଧିନତାର ବ୍ୟବସ୍ଥା ଜାଣେ ସେମାନେ ଶୀଘ୍ର ବିଚାରିତ ହେବେ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ) # ନିୟମ ଦ୍ୱାରା ଏଠାରେ ନିୟମ ଗୋଟିଏ ମାନବ ବିଚାରପତିର ଗୁଣ ସମ୍ପନ୍ନକୁ ଦେଖାଏ |(ଦେଖ: ମାନବିକରଣ) # ସ୍ୱାଧିନତାର ବ୍ୟବସ୍ଥା “ବ୍ୟବସ୍ଥା ଯାହା ସତ୍ୟ ସ୍ୱାଧିନତା ଦିଏ ” # ଦୟା ଜୟଧ୍ୱନୀ କରେ “ଦୟା ତା'ଠାରୁ ଉତ୍ତମ ” ବା “ଦୟା ପରାଜିତ କରେ ”