Door43-Catalog_or_tn/PHM/01/01.md

31 lines
3.8 KiB
Markdown
Raw Permalink Normal View History

2018-01-11 01:51:28 +00:00
ଏହି ପୁସ୍ତକ ଏକ ପତ୍ର ଅଟେ, ଯାହା ପାଉଲ ଫିଲୀମୋନ ନାମକ ବ୍ୟକ୍ତିଙ୍କୁ ଲେଖିଥିଲେ.
# ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ , ଆଉ ଆମ୍ଭର ଭ୍ରାତା ତୀମଥି, ଫିଲୀମୋନ କୁ
ପତ୍ରର ଲେଖକଙ୍କ ପରିଚୟ କରିବା ନିମନ୍ତେ ଯଦି ଆପଣଙ୍କ ଭାଷାରେ ନିର୍ଦ୍ଧିଷ୍ଟ ବ୍ୟବହାରୀକ ରୂପ ଥାଇପାରେ . ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭେ, ପାଉଲ, ଏକ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ, ଓ ତୀମଥି, ଆମ୍ଭର ଭ୍ରାତା, ଏହି ପତ୍ର ଲେଖା ଯାଇଛି ଫିଲୀମୋନ ନିକଟକୁ.”
# ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ
“ଯିଏ ବନ୍ଦୀ ଗୃହରେ ଅଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷାଦେବା ହେତୁ.” ଯେଉଁମାନେ ଯୀଶୁଙ୍କୁ ପସନ୍ଦ କରୁନଥିଲେ ସେମାନେ ପାଉଲଙ୍କୁ କାରାଗାରରେ ନିକ୍ଷେପ ଦ୍ଵାରା ଦଣ୍ଡ ଦେଲେ.
# ଆମ୍ଭର ପ୍ରିୟ ଭାଇ
“ଆମ୍ଭର ପ୍ରିୟ ବିଶ୍ଵାସୀ ଭାଇ” କିମ୍ବା “ଆମ୍ଭର ଆତ୍ମିକ ଭ୍ରାତା ଯାହାକୁ ଆମ୍ଭେ ପ୍ରେମ କରୁ”
# ଓ ସହ କର୍ମୀ
“ଯିଏ, ଆମ୍ଭ ପରି, ସୁସମାଚାର ବୃଦ୍ଧି ନିମନ୍ତେ କର୍ମ କରନ୍ତି”
# ଆପ୍‌ପିୟା, ଆମ୍ଭର ଭାଗ୍ନୀ
ଏହାର ଅର୍ଥ “ଆପ୍‌ପିୟା, ଆମ୍ଭର ବିଶ୍ଵାସର ସହଭାଗି ଗଣ” କିମ୍ବା “ଆପ୍‌ପିୟା, ଆମ୍ଭର ଆତ୍ମିକ ଭୋଉଣୀ ମାନେ” (ଦେଖନ୍ତୁ: ତର୍ଜମାଯୁକ୍ତ ନାମ)
# ଆର୍ଖିପ୍‌ପ
ଏହା ଗୋଟେ ପୁରୁଷର ନାମ.
# ଆମ୍ଭର ସହସୈନିକ
ଏଠାରେ “ସୈନିକ” ଗୋଟିଏ ରୂପକ ଅଟେ ଯେଉଁ ବ୍ୟକ୍ତି ସୁସମାଚାର ବୃଦ୍ଧି ନିଆମନ୍ତେ ଅନେକ ସଂଘର୍ଷ କରି ଅଛନ୍ତି | ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭର ସାଥୀ ଆତ୍ମିକ ଯୁଦ୍ଧର” କିମ୍ବା “ସେ ଯେ ଆମ୍ଭ ସହିତ ଆତ୍ମିକ ଯୁଦ୍ଧରେ ଲଢ଼େ.” (ଦେଖନ୍ତୁ:ରୂପକ)
# ମଣ୍ଡଳୀ ତୁମ୍ଭ ଘର ମଧ୍ୟରେ
“କେତେକ ବିଶ୍ଵାସୀ ଗଣର ସମାବେଶ ଏକ ଗୃହରେ” (UDB)
# ତୁମ୍ଭର ଗୃହ
ଶବ୍ଦ “ତୁମ୍ଭର” ଏକ ବଚ୍ଚନ ଅଟେ ଯାହା ଫିଲୀମୋନଙ୍କୁ ଦେଖାଏ.
# ଆମ୍ଭମାନଙ୍କ ପିତା ଓ ଯୀଶୁଙ୍କ ତରଫରୁ ସମସ୍ତଙ୍କୁ ଶାନ୍ତି ଓ ଅନୁଗ୍ରହ ସର୍ବଦା ମିଳୁ
“ଆମ୍ଭମାନଙ୍କ ପିତା ଓ ଯୀଶୁଙ୍କ ଶାନ୍ତି ଓ ଅନୁଗ୍ରହ ତୁମ୍ଭକୁ ସମସ୍ତଙ୍କୁ ହେଉ.” ଏହା ଏକ ଆଶିର୍ବାଦ ଅଟେ. ଏହି ଶବ୍ଦ “ତୁମ୍ଭେ” ଏକ ବଚ୍ଚନ ଓ ସେହି ଲୋକଙ୍କୁ ଦର୍ଶାଏ ପାଉଲ ପଦ ୧ ଓ ରେ ସମ୍ବୋଧନ କରୁଅଛନ୍ତି.