Door43-Catalog_or_tn/MAT/23/32.md

10 lines
1.2 KiB
Markdown
Raw Permalink Normal View History

2018-01-11 01:51:28 +00:00
ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।
# ତୁମ୍ବେମାନେ ତୁମ୍ବର ପିତାମାନଙ୍କର ପାପକୁ ପୂରଣ କର
"ତୁମ୍ବେମାନେ ତୁମ୍ବର ପୁର୍ବଜ ଆରମ୍ବ କରିଥିବା ପାପକୁ ସମାପ୍ତ କର" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
# ତୁମ୍ବେମାନେ ସର୍ପଗୁଡିକ, ତୁମେ କାଳସର୍ପର ବଂଶ
"ତୁମ୍ବେମାନେ ଏହିପରି ମନ୍ଦ ଯେପରି ବିଷାକ୍ତ ସର୍ପଗୁଡିକ ବିପଦପୁର୍ଣ୍ଣ" (ଦେଖନ୍ତୁ: ତୁଳନା/ରୁପକ/ଉପମା)
# ତୁମ୍ବେମାନେ କିପରି ନର୍କର ବିଚାରରୁ ରକ୍ଷା ପାଇବ ?
"ନର୍କର ବିଚାରରୁ ରକ୍ଷା ପାଇବାକୁ ତୁମ୍ବମାନଙ୍କ ନିମନ୍ତେ କୌଣସି ପଥ ନାହିଁ" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)