ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି । # ତୁମ୍ବେମାନେ ତୁମ୍ବର ପିତାମାନଙ୍କର ପାପକୁ ପୂରଣ କର "ତୁମ୍ବେମାନେ ତୁମ୍ବର ପୁର୍ବଜ ଆରମ୍ବ କରିଥିବା ପାପକୁ ସମାପ୍ତ କର" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ) # ତୁମ୍ବେମାନେ ସର୍ପଗୁଡିକ, ତୁମେ କାଳସର୍ପର ବଂଶ "ତୁମ୍ବେମାନେ ଏହିପରି ମନ୍ଦ ଯେପରି ବିଷାକ୍ତ ସର୍ପଗୁଡିକ ବିପଦପୁର୍ଣ୍ଣ" (ଦେଖନ୍ତୁ: ତୁଳନା/ରୁପକ/ଉପମା) # ତୁମ୍ବେମାନେ କିପରି ନର୍କର ବିଚାରରୁ ରକ୍ଷା ପାଇବ ? "ନର୍କର ବିଚାରରୁ ରକ୍ଷା ପାଇବାକୁ ତୁମ୍ବମାନଙ୍କ ନିମନ୍ତେ କୌଣସି ପଥ ନାହିଁ" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)