Door43-Catalog_or_tn/3JN/01/13.md

14 lines
941 B
Markdown
Raw Permalink Normal View History

2018-01-11 01:51:28 +00:00
# କଲମ ଓ କାଳିରେ
“ପତ୍ରରେ” (ୟୁଡିବି)
# ମୁଖାମୁଖୀ
“ଏକତ୍ରିତ” କିମ୍ବା “ବ୍ୟକ୍ତିଗତ”
# ତୁମ୍ଭ ପ୍ରତି ଶାନ୍ତି ହେଉ
“ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ”
# ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ
ବିକଳ୍ପ ଅନୁବାଦ: “ମୋ ନିମନ୍ତେ ବ୍ୟକ୍ତିଗତ ଭାବେ ସେଠାରେ ଥିବା ପ୍ରତ୍ୟେକ ବିଶ୍ୱାସୀଙ୍କୁ ନମସ୍କାର ଜଣାଅ”
# ମିତ୍ରମାନେ
“ତୁମ୍ଭର ମିତ୍ରମାନେ|” ବିକଳ୍ପ ଅନୁବାଦ: “ଏଠାରେ ଥିବା ବିଶ୍ୱାସୀମାନେ|”