or_tn/1ti/01/13.md

1.5 KiB

I was a blasphemer

ମୁଁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କଥା କହିଥିବା ଜଣେ ବ୍ୟକ୍ତି I ସେ ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ତାଙ୍କର ଚରିତ୍ର ବିଷୟରେ ପାଉଲ ଉଲ୍ଲେଖ କରୁଛନ୍ତି I

a persecutor

ଜଣେ ବ୍ୟକ୍ତି ଯେ କି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ତାଡନା କରୁଥିଲା

violent man

ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ଥିବା ଜଣେ ବ୍ୟକ୍ତି I ଏହା ଏପରି ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ କଷ୍ଟ ଦେବା ନିମନ୍ତେ ତା’ର ଅଧିକାର ଅଛି ବୋଲି ବିଶ୍ବାସ କରେ I

But I received mercy because I acted ignorantly in unbelief

କିନ୍ତୁ ଯେହେତୁ ମୁଁ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିଲି, ଆଉ ମୁଁ କଅଣ କରୁଥିଲି, ତାହା ଜାଣି ନ ଥିଲି, ସେଥିପାଇଁ ମୁଁ ଯୀଶୁଙ୍କଠାରୁ ଦୟା ପ୍ରାପ୍ତ ହେଲି

I received mercy

ଯୀଶୁ ମୋ ପ୍ରତି ଦୟା ଦେଖାଇଲେ କିମ୍ବା “ଯୀଶୁ ମୋ ପ୍ରତି ଦୟା କଲେ”