# I was a blasphemer ମୁଁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କଥା କହିଥିବା ଜଣେ ବ୍ୟକ୍ତି I ସେ ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ତାଙ୍କର ଚରିତ୍ର ବିଷୟରେ ପାଉଲ ଉଲ୍ଲେଖ କରୁଛନ୍ତି I # a persecutor ଜଣେ ବ୍ୟକ୍ତି ଯେ କି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ତାଡନା କରୁଥିଲା # violent man ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ଥିବା ଜଣେ ବ୍ୟକ୍ତି I ଏହା ଏପରି ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ କଷ୍ଟ ଦେବା ନିମନ୍ତେ ତା’ର ଅଧିକାର ଅଛି ବୋଲି ବିଶ୍ବାସ କରେ I # But I received mercy because I acted ignorantly in unbelief କିନ୍ତୁ ଯେହେତୁ ମୁଁ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିଲି, ଆଉ ମୁଁ କଅଣ କରୁଥିଲି, ତାହା ଜାଣି ନ ଥିଲି, ସେଥିପାଇଁ ମୁଁ ଯୀଶୁଙ୍କଠାରୁ ଦୟା ପ୍ରାପ୍ତ ହେଲି # I received mercy ଯୀଶୁ ମୋ ପ୍ରତି ଦୟା ଦେଖାଇଲେ କିମ୍ବା “ଯୀଶୁ ମୋ ପ୍ରତି ଦୟା କଲେ”