or_tn/mat/25/46.md

12 lines
1.1 KiB
Markdown

# These will go away into eternal punishment
ଏଣୁ ରାଜା ସେମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଅନନ୍ତ ଶାସ୍ତି ପାଇବେ ଯାହା କେବେ ସମାପ୍ତ ହେବ ନାହି
# but the righteous into eternal life
ବୁଝିଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ରାଜା ଧାର୍ମିକମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଈଶ୍ବରଙ୍କ ସହିତ ସର୍ବଦା ବାସ କରିବେ” (ଦେଖ: [[rc://*/ta/man/translate/figs-ellipsis]])
# the righteous
ଏହି ନାମ ବିଶେଷଣକୁ ଗୋଟିଏ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]])