1.1 KiB
1.1 KiB
These will go away into eternal punishment
ଏଣୁ ରାଜା ସେମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଅନନ୍ତ ଶାସ୍ତି ପାଇବେ ଯାହା କେବେ ସମାପ୍ତ ହେବ ନାହି
but the righteous into eternal life
ବୁଝିଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ରାଜା ଧାର୍ମିକମାନଙ୍କୁ ଏପରି ସ୍ଥାନକୁ ପଠାଇବେ ଯେଉଁଠାରେ ସେମାନେ ଈଶ୍ବରଙ୍କ ସହିତ ସର୍ବଦା ବାସ କରିବେ” (ଦେଖ: rc://*/ta/man/translate/figs-ellipsis)
the righteous
ଏହି ନାମ ବିଶେଷଣକୁ ଗୋଟିଏ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକମାନେ” (ଦେଖ: rc://*/ta/man/translate/figs-nominaladj)