or_tn/mat/13/57.md

16 lines
1.2 KiB
Markdown

# They were offended by him
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ନଗରର ଲୋକମାନେ ତାହାଙ୍କଠାରେ ବିଘ୍ନ ପାଇଲେ” କିମ୍ବା “ଲୋକମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: [[rc://*/ta/man/translate/figs-activepassive]])
# A prophet is not without honor
ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଭାବବାଦୀ ସର୍ବତ୍ର ଆଦର ପଆନ୍ତି” କିମ୍ବା “ପ୍ରତ୍ୟେକ ସ୍ଥାନର ଲୋକମାନେ ଭାବବାଦୀଙ୍କୁ ସମ୍ମାନ ଦିଅନ୍ତି” (ଦେଖ: [[rc://*/ta/man/translate/figs-doublenegatives]])
# his own country
ଆପଣା ନଗର/ଅଞ୍ଚଳ କିମ୍ବା “ନିଜ ପୈତୃକ ନଗର”
# in his own family
ତାହାଙ୍କ ଆପଣାର ଗୃହରେ