# They were offended by him ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ନଗରର ଲୋକମାନେ ତାହାଙ୍କଠାରେ ବିଘ୍ନ ପାଇଲେ” କିମ୍ବା “ଲୋକମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: [[rc://*/ta/man/translate/figs-activepassive]]) # A prophet is not without honor ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଭାବବାଦୀ ସର୍ବତ୍ର ଆଦର ପଆନ୍ତି” କିମ୍ବା “ପ୍ରତ୍ୟେକ ସ୍ଥାନର ଲୋକମାନେ ଭାବବାଦୀଙ୍କୁ ସମ୍ମାନ ଦିଅନ୍ତି” (ଦେଖ: [[rc://*/ta/man/translate/figs-doublenegatives]]) # his own country ଆପଣା ନଗର/ଅଞ୍ଚଳ କିମ୍ବା “ନିଜ ପୈତୃକ ନଗର” # in his own family ତାହାଙ୍କ ଆପଣାର ଗୃହରେ