2.3 KiB
Connecting Statement:
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ହୁଏତ ଭୋଗ କରିବାକୁ ଯାଉଥିବା ତାଡନାକୁ ଭୟ କରିବା ଉଚିତ ନୁହେ ତାହାର କାରଣ ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I
He who
ଏଠାରେ “ସେ” ଶବ୍ଦ ସାଧାରଣରେ ଯେକୌଣସି ଜଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି” କିମ୍ବା “ଯେକୌଣସି ବ୍ୟକ୍ତି” କିମ୍ବା “ଜଣେ କେହି” (ଦେଖ:rc://*/ta/man/translate/figs-gendernotations)
welcomes
ଏହାର ଅର୍ଥ ଯେକୌଣସି ବ୍ୟକ୍ତିକୁ ଅତିଥି ଭାବରେ ଗ୍ରହଣ କରିବା I
you
ଏହା ବହୁହଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ ଯାହାଙ୍କ ସହିତ ଯୀଶୁ କଥା ହେଉଥିଲେ I (ଦେଖ:rc://*/ta/man/translate/figs-you)
He who welcomes you welcomes me
ଯୀଶୁଙ୍କ କହିବା ଅର୍ଥ ଯେ ଯେତେବେଳେ ଜଣେ ଆସି ତୁମକୁ ସ୍ବାଗତ କରେ, ତାହାଙ୍କୁ ସ୍ବାଗତ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: ଯଦି କେହିଜଣେ ତୁମକୁ ଗ୍ରାହଣ କରେ, ସେ ମୋତେ ଗ୍ରହଣ କରିବା ସଦୃଶ ଅଟେ” କିମ୍ବା “ଯଦି କେହି ତୁମକୁ ସ୍ବାଗତ କରେ, ସେ ମୋହର ସ୍ବାଗାତ କରିବା ସଦୃଶ ଅଟେ”
he who welcomes me also welcomes him who sent me
ଏହାର ଅର୍ଥ ଯେ ଯେତେବେଳେ କେହିଜଣେ ଯୀଶୁଙ୍କୁ ଗ୍ରହଣ କରେ, ଏହା ଈଶ୍ବରଙ୍କୁ ଗ୍ରହଣ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋତେ ଗ୍ରହଣ କରେ, ଏହା ସେ ପିତା ଈଶ୍ବରଙ୍କୁ ଗ୍ରହଣ କରିବା ଅଟେ ଯେ ମୋତେ ପ୍ରେରଣ କରିଛନ୍ତି”