24 lines
2.3 KiB
Markdown
24 lines
2.3 KiB
Markdown
|
# Connecting Statement:
|
||
|
|
||
|
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ହୁଏତ ଭୋଗ କରିବାକୁ ଯାଉଥିବା ତାଡନାକୁ ଭୟ କରିବା ଉଚିତ ନୁହେ ତାହାର କାରଣ ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I
|
||
|
|
||
|
# He who
|
||
|
|
||
|
ଏଠାରେ “ସେ” ଶବ୍ଦ ସାଧାରଣରେ ଯେକୌଣସି ଜଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି” କିମ୍ବା “ଯେକୌଣସି ବ୍ୟକ୍ତି” କିମ୍ବା “ଜଣେ କେହି” (ଦେଖ:[[rc://*/ta/man/translate/figs-gendernotations]])
|
||
|
|
||
|
# welcomes
|
||
|
|
||
|
ଏହାର ଅର୍ଥ ଯେକୌଣସି ବ୍ୟକ୍ତିକୁ ଅତିଥି ଭାବରେ ଗ୍ରହଣ କରିବା I
|
||
|
|
||
|
# you
|
||
|
|
||
|
ଏହା ବହୁହଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ ଯାହାଙ୍କ ସହିତ ଯୀଶୁ କଥା ହେଉଥିଲେ I (ଦେଖ:[[rc://*/ta/man/translate/figs-you]])
|
||
|
|
||
|
# He who welcomes you welcomes me
|
||
|
|
||
|
ଯୀଶୁଙ୍କ କହିବା ଅର୍ଥ ଯେ ଯେତେବେଳେ ଜଣେ ଆସି ତୁମକୁ ସ୍ବାଗତ କରେ, ତାହାଙ୍କୁ ସ୍ବାଗତ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: ଯଦି କେହିଜଣେ ତୁମକୁ ଗ୍ରାହଣ କରେ, ସେ ମୋତେ ଗ୍ରହଣ କରିବା ସଦୃଶ ଅଟେ” କିମ୍ବା “ଯଦି କେହି ତୁମକୁ ସ୍ବାଗତ କରେ, ସେ ମୋହର ସ୍ବାଗାତ କରିବା ସଦୃଶ ଅଟେ”
|
||
|
|
||
|
# he who welcomes me also welcomes him who sent me
|
||
|
|
||
|
ଏହାର ଅର୍ଥ ଯେ ଯେତେବେଳେ କେହିଜଣେ ଯୀଶୁଙ୍କୁ ଗ୍ରହଣ କରେ, ଏହା ଈଶ୍ବରଙ୍କୁ ଗ୍ରହଣ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋତେ ଗ୍ରହଣ କରେ, ଏହା ସେ ପିତା ଈଶ୍ବରଙ୍କୁ ଗ୍ରହଣ କରିବା ଅଟେ ଯେ ମୋତେ ପ୍ରେରଣ କରିଛନ୍ତି”
|