1019 B
1019 B
General Information:
ଆକ୍ବିଲା ଓ ପ୍ପ୍ରୀସ୍କିଲ୍ଲାଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି ଓ ୨ଏବଂ ୩ ପଦ ସେମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ପ୍ରଦାନ କରୁଛି I (ଦେଖ: rc://*/ta/man/translate/writing-background)
Connecting Statement:
ଏହା ଘଟଣାର ଆଉ ଏକ ଅଂଶ ଅଟେ ଯେଉଁ ସମୟରେ ପାଉଲ କରିନ୍ଥକୁ ଯାତ୍ରା କଲେ I
After these things
ଆଥୀନୀରେ ଏହି ସମସ୍ତ ଘଟଣା ଘଟିଲା ପରେ
Athens
ଆଥୀନୀ ଗ୍ରୀସ୍ ର ଅତି ଗୁରୁତ୍ବପୂର୍ଣ୍ଣ ନଗରମାନଙ୍କ ମଧ୍ୟରୁ ଗୋଟିଏ ଥିଲା I ପ୍ରେରିତ ୧୭:୧୫ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I