16 lines
1019 B
Markdown
16 lines
1019 B
Markdown
|
# General Information:
|
||
|
|
||
|
ଆକ୍ବିଲା ଓ ପ୍ପ୍ରୀସ୍କିଲ୍ଲାଙ୍କୁ ଘଟଣା ମଧ୍ୟରେ ପରିଚୟ କରାଯାଉଛି ଓ ୨ଏବଂ ୩ ପଦ ସେମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ପ୍ରଦାନ କରୁଛି I (ଦେଖ: [[rc://*/ta/man/translate/writing-background]])
|
||
|
|
||
|
# Connecting Statement:
|
||
|
|
||
|
ଏହା ଘଟଣାର ଆଉ ଏକ ଅଂଶ ଅଟେ ଯେଉଁ ସମୟରେ ପାଉଲ କରିନ୍ଥକୁ ଯାତ୍ରା କଲେ I
|
||
|
|
||
|
# After these things
|
||
|
|
||
|
ଆଥୀନୀରେ ଏହି ସମସ୍ତ ଘଟଣା ଘଟିଲା ପରେ
|
||
|
|
||
|
# Athens
|
||
|
|
||
|
ଆଥୀନୀ ଗ୍ରୀସ୍ ର ଅତି ଗୁରୁତ୍ବପୂର୍ଣ୍ଣ ନଗରମାନଙ୍କ ମଧ୍ୟରୁ ଗୋଟିଏ ଥିଲା I [ପ୍ରେରିତ ୧୭:୧୫](../17/15.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
|