1.2 KiB
1.2 KiB
when he will judge the world in righteousness by the man he has chosen
ଯେତେବେଳେ ସେ ନିରୂପଣ କରିଥିବା ବ୍ୟକ୍ତି ଧାର୍ମିକତାରେ ଜଗତର ବିଚାର କରିବେ
he will judge the world
ଏଠାରେ “ଜଗତ” ସମସ୍ତ ଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ସମସ୍ତ ଲୋକମାନଙ୍କର ବିଚାର କରିବେ” (ଦେଖ: rc://*/ta/man/translate/figs-metonymy)
in righteousness
ଧାର୍ମିକତାରେ ବା “ନିରପେକ୍ଷଭାବରେ”
God has given proof of this man
ଈଶ୍ବର ଏହି ବ୍ୟକ୍ତିଙ୍କର ମନୋନୟନକୁ ପ୍ରଦର୍ଶନ କରିଛନ୍ତି
from the dead
ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଉକ୍ତି ପ୍ରକାଶ କରେ ଯେ ସମସ୍ତ ମୃତ ଲୋକମାନେ ଏକତ୍ର ପାତାଳରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ଜୀବିତ ହେବା I