20 lines
1.2 KiB
Markdown
20 lines
1.2 KiB
Markdown
|
# when he will judge the world in righteousness by the man he has chosen
|
||
|
|
||
|
ଯେତେବେଳେ ସେ ନିରୂପଣ କରିଥିବା ବ୍ୟକ୍ତି ଧାର୍ମିକତାରେ ଜଗତର ବିଚାର କରିବେ
|
||
|
|
||
|
# he will judge the world
|
||
|
|
||
|
ଏଠାରେ “ଜଗତ” ସମସ୍ତ ଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ସମସ୍ତ ଲୋକମାନଙ୍କର ବିଚାର କରିବେ” (ଦେଖ: [[rc://*/ta/man/translate/figs-metonymy]])
|
||
|
|
||
|
# in righteousness
|
||
|
|
||
|
ଧାର୍ମିକତାରେ ବା “ନିରପେକ୍ଷଭାବରେ”
|
||
|
|
||
|
# God has given proof of this man
|
||
|
|
||
|
ଈଶ୍ବର ଏହି ବ୍ୟକ୍ତିଙ୍କର ମନୋନୟନକୁ ପ୍ରଦର୍ଶନ କରିଛନ୍ତି
|
||
|
|
||
|
# from the dead
|
||
|
|
||
|
ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଉକ୍ତି ପ୍ରକାଶ କରେ ଯେ ସମସ୍ତ ମୃତ ଲୋକମାନେ ଏକତ୍ର ପାତାଳରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ଜୀବିତ ହେବା I
|