or_tn/act/05/03.md

16 lines
2.0 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଯଦି ତୁମ୍ଭର ଭାଷା ଅର୍ଥ ପ୍ରକାଶ କରିବାର ପ୍ରଶ୍ନ ବ୍ୟବହାର କରେ ନାହିଁ, ତେବେ ତୁମେ ଏହାକୁ ଉକ୍ତି ଭାବରେ ପ୍ରକାଶ କରିପାର I
# why has Satan filled your heart to lie ... land?
ପିତର ହନନିୟଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ମିଥ୍ୟା କହିବାପାଇଁ ତୁମ୍ଭେ ଶୟତାନକୁ ଆପଣା ହୃଦୟ ପୂର୍ଣ୍ଣ କରିବାକୁ ଦେବା ଉଚିତ ନ ଥିଲା I” (ଦେଖ: [[rc://*/ta/man/translate/figs-rquestion]])
# Satan filled your heart
ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଇବାପାଇଁ ବ୍ୟବହାର କରାଯାଇଅଛି I “ଶୟତାନ ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କଲା” ବାକ୍ୟାଂଶଟି ହେଉଛି ଏକ ରୂପକ ଶବ୍ଦ I ଏହି ରୂପକ ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶୟତାନ ସମ୍ପୂର୍ଣ୍ଣଭାବରେ ତୁମ୍ଭକୁ ନିୟନ୍ତ୍ରଣ କଲା” କିମ୍ବା ) “ଶୟତାନ ତୁମ୍ଭକୁ ହୃଦୟଙ୍ଗମ କରେଇଲା” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
# to lie to the Holy Spirit and to keep back part of the price
ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ହନନିୟ ପ୍ରେରିତମାନଙ୍କୁ କହିଥିଲା ଯେ ସେ ଆପଣା ଭୂମି ବିକ୍ରୟକରି ପାଇଥିବା ସବୁ ଅର୍ଥ ସେମାନଙ୍କୁ ଦେଉଅଛି I (ଦେଖ: [[rc://*/ta/man/translate/figs-explicit]])