# General Information: ଯଦି ତୁମ୍ଭର ଭାଷା ଅର୍ଥ ପ୍ରକାଶ କରିବାର ପ୍ରଶ୍ନ ବ୍ୟବହାର କରେ ନାହିଁ, ତେବେ ତୁମେ ଏହାକୁ ଉକ୍ତି ଭାବରେ ପ୍ରକାଶ କରିପାର I # why has Satan filled your heart to lie ... land? ପିତର ହନନିୟଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ମିଥ୍ୟା କହିବାପାଇଁ ତୁମ୍ଭେ ଶୟତାନକୁ ଆପଣା ହୃଦୟ ପୂର୍ଣ୍ଣ କରିବାକୁ ଦେବା ଉଚିତ ନ ଥିଲା I” (ଦେଖ: [[rc://*/ta/man/translate/figs-rquestion]]) # Satan filled your heart ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଇବାପାଇଁ ବ୍ୟବହାର କରାଯାଇଅଛି I “ଶୟତାନ ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କଲା” ବାକ୍ୟାଂଶଟି ହେଉଛି ଏକ ରୂପକ ଶବ୍ଦ I ଏହି ରୂପକ ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶୟତାନ ସମ୍ପୂର୍ଣ୍ଣଭାବରେ ତୁମ୍ଭକୁ ନିୟନ୍ତ୍ରଣ କଲା” କିମ୍ବା ୨) “ଶୟତାନ ତୁମ୍ଭକୁ ହୃଦୟଙ୍ଗମ କରେଇଲା” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # to lie to the Holy Spirit and to keep back part of the price ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ହନନିୟ ପ୍ରେରିତମାନଙ୍କୁ କହିଥିଲା ଯେ ସେ ଆପଣା ଭୂମି ବିକ୍ରୟକରି ପାଇଥିବା ସବୁ ଅର୍ଥ ସେମାନଙ୍କୁ ଦେଉଅଛି I (ଦେଖ: [[rc://*/ta/man/translate/figs-explicit]])