or_tn/1co/05/05.md

12 lines
2.1 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# hand this man over to Satan
ସେହି ବ୍ୟକ୍ତିକୁ ଶୟତାନର ହସ୍ତରେ ସମର୍ପଣ କରିବାର ଅର୍ଥ ସେହି ବ୍ୟକ୍ତିକୁ ସେମାନଙ୍କ ଦଳରେ ଅଂଶୀ ହେବା ପାଇଁ ଅନୁମତି ନ ଦେବା ଯେପରିକି ତାହାର କ୍ଷତି କରିବା ନିମନ୍ତେ ଶୟତାନକୁ ସୁଯୋଗ ମିଳିବ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିକୁ ତୁମ୍ଭ ଦଳରୁ ବାହାରି ଯିବାକୁ ଦିଅ ଯେପରି ଶୟତାନ ତାହାର କ୍ଷତି କରିପାରିବ” (ଦେଖ:[[rc://*/ta/man/translate/figs-metaphor]])
# for the destruction of the flesh
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଶାରୀରିକ” ତାହାର ଭୌତିକ ଶରୀରକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେପରି ଶୟତାନ ତାହାର ଶରୀରକୁ କ୍ଷତିଗ୍ରସ୍ତ କରିପାରେ” ଓ ) “ଶାରୀରିକ” ଏକ ରୂପକ ଅଟେ ଯାହା ପାପପୂର୍ଣ୍ଣ ସ୍ବଭାବକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତାହାହେଲେ ତାହାର ପାପପୂର୍ଣ୍ଣ ସ୍ବଭାବ ନଷ୍ଟ ହୋଇଯିବ” ବା “ତାହାହେଲେ ସେ ଆଉ ତାହାର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ଜୀବନ ଯାପନ କରିବ ନାହି”(ଦେଖ:[[rc://*/ta/man/translate/figs-metaphor]])
# so that his spirit may be saved on the day of the Lord
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଇଶ୍ବର ପ୍ରଭୁଙ୍କ ଦିନରେ ତାହାର ଆତ୍ମାକୁ ରକ୍ଷା କରିବେ” (ଦେଖ:[[rc://*/ta/man/translate/figs-activepassive]])