or_tn/1co/05/05.md

2.1 KiB
Raw Blame History

hand this man over to Satan

ସେହି ବ୍ୟକ୍ତିକୁ ଶୟତାନର ହସ୍ତରେ ସମର୍ପଣ କରିବାର ଅର୍ଥ ସେହି ବ୍ୟକ୍ତିକୁ ସେମାନଙ୍କ ଦଳରେ ଅଂଶୀ ହେବା ପାଇଁ ଅନୁମତି ନ ଦେବା ଯେପରିକି ତାହାର କ୍ଷତି କରିବା ନିମନ୍ତେ ଶୟତାନକୁ ସୁଯୋଗ ମିଳିବ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିକୁ ତୁମ୍ଭ ଦଳରୁ ବାହାରି ଯିବାକୁ ଦିଅ ଯେପରି ଶୟତାନ ତାହାର କ୍ଷତି କରିପାରିବ” (ଦେଖ:rc://*/ta/man/translate/figs-metaphor)

for the destruction of the flesh

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଶାରୀରିକ” ତାହାର ଭୌତିକ ଶରୀରକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେପରି ଶୟତାନ ତାହାର ଶରୀରକୁ କ୍ଷତିଗ୍ରସ୍ତ କରିପାରେ” ଓ ) “ଶାରୀରିକ” ଏକ ରୂପକ ଅଟେ ଯାହା ପାପପୂର୍ଣ୍ଣ ସ୍ବଭାବକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତାହାହେଲେ ତାହାର ପାପପୂର୍ଣ୍ଣ ସ୍ବଭାବ ନଷ୍ଟ ହୋଇଯିବ” ବା “ତାହାହେଲେ ସେ ଆଉ ତାହାର ପାପପୂର୍ଣ୍ଣ ସ୍ବଭାବ ଅନୁସାରେ ଜୀବନ ଯାପନ କରିବ ନାହି”(ଦେଖ:rc://*/ta/man/translate/figs-metaphor)

so that his spirit may be saved on the day of the Lord

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଇଶ୍ବର ପ୍ରଭୁଙ୍କ ଦିନରେ ତାହାର ଆତ୍ମାକୁ ରକ୍ଷା କରିବେ” (ଦେଖ:rc://*/ta/man/translate/figs-activepassive)