or_tn/1co/05/04.md

1.2 KiB
Raw Blame History

When you are assembled

ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ଅଛ ବା “ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ସାକ୍ଷାତ କରୁଅଛ”

in the name of our Lord Jesus

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ପ୍ରଭୁ ଯୀଶୁଙ୍କ ନାମ ଏକ ଲକ୍ଷଣ ସୂଚକ ଶବ୍ଦ ଯାହା ତାଙ୍କର କ୍ଷମତାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଅଧିକାର ସହିତ” ବା ) ପ୍ରଭୁଙ୍କ ନାମରେ ଏକତ୍ରୀତ ହେବାର ଅର୍ଥ ତାହାଙ୍କର ଆରାଧନା କରିବା ନିମନ୍ତେ ଏକତ୍ରୀତ ହେବା । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆରାଧନା କରିବା ନିମନ୍ତେ” (ଦେଖ:[[rc:///ta/man/translate/figs-metonymy]] ଏବଂ[[rc:///ta/man/translate/figs-explicit]])