or_tn/1co/05/04.md

8 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# When you are assembled
ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ଅଛ ବା “ଯେତେବେଳେ ତୁମ୍ଭେମାନେ ଏକସଙ୍ଗରେ ସାକ୍ଷାତ କରୁଅଛ”
# in the name of our Lord Jesus
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ପ୍ରଭୁ ଯୀଶୁଙ୍କ ନାମ ଏକ ଲକ୍ଷଣ ସୂଚକ ଶବ୍ଦ ଯାହା ତାଙ୍କର କ୍ଷମତାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଅଧିକାର ସହିତ” ବା ) ପ୍ରଭୁଙ୍କ ନାମରେ ଏକତ୍ରୀତ ହେବାର ଅର୍ଥ ତାହାଙ୍କର ଆରାଧନା କରିବା ନିମନ୍ତେ ଏକତ୍ରୀତ ହେବା । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆରାଧନା କରିବା ନିମନ୍ତେ” (ଦେଖ:[[rc://*/ta/man/translate/figs-metonymy]] ଏବଂ[[rc://*/ta/man/translate/figs-explicit]])