or_tn/1co/05/01.md

1.2 KiB

Connecting Statement:

ବର୍ତ୍ତମାନ ପାଉଲ ବିଶେଷ ରୂପରେ କହନ୍ତି ଯେ ସେ ସେମାନଙ୍କର କେଉଁ ପ୍ରକାର ପାପ ବିଷୟରେ ଶୁଣିଅଛନ୍ତି, ଏବଂ କରିନ୍ଥୀୟ ବିଶ୍ବାସୀମାନେ କିପରି ସେହି ବ୍ୟକ୍ତି ଓ ତାହାର ପାପକୁ ସ୍ବୀକାର କରି ଗର୍ବ ଅନୁଭବ କରୁଅଛନ୍ତି ।

that is not even permitted among the Gentiles

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକି ବିଜାତିମାନେ ମଧ୍ୟ ଅନୁମତି ଦିଅନ୍ତି ନାହିଁ” (ଦେଖ:rc://*/ta/man/translate/figs-activepassive)

A man has his father's wife

ତୁମମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜର ପିତାର ପତ୍ନୀ ସହିତ ବ୍ୟଭିଚାର କରୁଅଛି

father's wife

ସମ୍ଭବତଃ ତାହାର ପିତାର ପତ୍ନୀ, କିନ୍ତୁ ନିଜର ମାଁ ନୁହେଁ