or_tn/1co/05/01.md

16 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ବର୍ତ୍ତମାନ ପାଉଲ ବିଶେଷ ରୂପରେ କହନ୍ତି ଯେ ସେ ସେମାନଙ୍କର କେଉଁ ପ୍ରକାର ପାପ ବିଷୟରେ ଶୁଣିଅଛନ୍ତି, ଏବଂ କରିନ୍ଥୀୟ ବିଶ୍ବାସୀମାନେ କିପରି ସେହି ବ୍ୟକ୍ତି ଓ ତାହାର ପାପକୁ ସ୍ବୀକାର କରି ଗର୍ବ ଅନୁଭବ କରୁଅଛନ୍ତି ।
# that is not even permitted among the Gentiles
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକି ବିଜାତିମାନେ ମଧ୍ୟ ଅନୁମତି ଦିଅନ୍ତି ନାହିଁ” (ଦେଖ:[[rc://*/ta/man/translate/figs-activepassive]])
# A man has his father's wife
ତୁମମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜର ପିତାର ପତ୍ନୀ ସହିତ ବ୍ୟଭିଚାର କରୁଅଛି
# father's wife
ସମ୍ଭବତଃ ତାହାର ପିତାର ପତ୍ନୀ, କିନ୍ତୁ ନିଜର ମାଁ ନୁହେଁ