or_tn/1co/04/14.md

1.1 KiB

I do not write these things to shame you, but to correct you

ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ନୁହେଁ ବରଂ ତୁମ୍ଭମାନଙ୍କୁ ବୃଦ୍ଧି କରିବା ଉଦ୍ଧେଶ୍ୟରେ କହୁଅଛି । ବା “ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଚେଷ୍ଟା କରୁନାହି, କିନ୍ତୁ ମୁଁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଚାହୁଁଛି”

correct

କୌଣସି ବ୍ୟକ୍ତିକୁ ଜଣାଅ ଯେ ସେମାନେ ଯାହା କରୁଛନ୍ତି ତାହା ମନ୍ଦ ଅଟେ ଏବଂ ତାହା ମନ୍ଦ କର୍ମ ଘଟାଇବ

my beloved children

ଯେହେତୁ ପାଉଲ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ଆଣିଥିଲେ, ସେଥିପାଇଁ ସେମାନେ ତାଙ୍କର ଆତ୍ମିକ ସନ୍ତାନ ସଦୃଶ । (ଦେଖ:rc://*/ta/man/translate/figs-metaphor)