or_tn/1co/04/14.md

12 lines
1.1 KiB
Markdown
Raw Normal View History

2020-11-19 00:15:53 +00:00
# I do not write these things to shame you, but to correct you
ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ନୁହେଁ ବରଂ ତୁମ୍ଭମାନଙ୍କୁ ବୃଦ୍ଧି କରିବା ଉଦ୍ଧେଶ୍ୟରେ କହୁଅଛି । ବା “ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଚେଷ୍ଟା କରୁନାହି, କିନ୍ତୁ ମୁଁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଚାହୁଁଛି”
# correct
କୌଣସି ବ୍ୟକ୍ତିକୁ ଜଣାଅ ଯେ ସେମାନେ ଯାହା କରୁଛନ୍ତି ତାହା ମନ୍ଦ ଅଟେ ଏବଂ ତାହା ମନ୍ଦ କର୍ମ ଘଟାଇବ
# my beloved children
ଯେହେତୁ ପାଉଲ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ଆଣିଥିଲେ, ସେଥିପାଇଁ ସେମାନେ ତାଙ୍କର ଆତ୍ମିକ ସନ୍ତାନ ସଦୃଶ । (ଦେଖ:[[rc://*/ta/man/translate/figs-metaphor]])