or_tn/1co/04/13.md

692 B

When we are slandered

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭେମାନଙ୍କର ଅପବାଦ କରନ୍ତି"" (ଦେଖ:rc://*/ta/man/translate/figs-activepassive)

We have become, and are still considered to be, the refuse of the world

ଲୋକମାନେ ଆମ୍ଭମାନଙ୍କୁ ଜଗତର ଆବର୍ଜନା ବୋଲି ମନେକରିବା ଆରମ୍ଭ କଲେ—ଏବଂ ସେମାନେ ଏବେ ମଧ୍ୟ ସେପରି ମନେକରୁଛନ୍ତି