# When we are slandered ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ଆମ୍ଭେମାନଙ୍କର ଅପବାଦ କରନ୍ତି"" (ଦେଖ:[[rc://*/ta/man/translate/figs-activepassive]]) # We have become, and are still considered to be, the refuse of the world ଲୋକମାନେ ଆମ୍ଭମାନଙ୍କୁ ଜଗତର ଆବର୍ଜନା ବୋଲି ମନେକରିବା ଆରମ୍ଭ କଲେ—ଏବଂ ସେମାନେ ଏବେ ମଧ୍ୟ ସେପରି ମନେକରୁଛନ୍ତି