or_tn/1co/04/10.md

12 lines
778 B
Markdown

# We are fools ... in dishonor
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରିବା ପାଇଁ ଏଠାରେ ବ୍ୟଙ୍ଗ ବ୍ୟବହାର କରିଛନ୍ତି ଯେପରିକି ସେମାନେ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା କରିବେ । (ଦେଖ:[[rc://*/ta/man/translate/figs-irony]])
# You are held in honor
କରିନ୍ଥୀୟମାନେ, ଲୋକମାନେ ହୋଇପାରେ ତୁମ୍ଭମାନଙ୍କୁ ମହାନ ବ୍ୟକ୍ତିଭାବେ ଆତିଥ୍ୟ କରନ୍ତି
# we are held in dishonor
ଲୋକମାନେ ପ୍ରେରିତମାନକୁ ଲଜ୍ଜା ଦିଅନ୍ତି