or_tn/1co/04/10.md

778 B

We are fools ... in dishonor

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରିବା ପାଇଁ ଏଠାରେ ବ୍ୟଙ୍ଗ ବ୍ୟବହାର କରିଛନ୍ତି ଯେପରିକି ସେମାନେ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା କରିବେ । (ଦେଖ:rc://*/ta/man/translate/figs-irony)

You are held in honor

କରିନ୍ଥୀୟମାନେ, ଲୋକମାନେ ହୋଇପାରେ ତୁମ୍ଭମାନଙ୍କୁ ମହାନ ବ୍ୟକ୍ତିଭାବେ ଆତିଥ୍ୟ କରନ୍ତି

we are held in dishonor

ଲୋକମାନେ ପ୍ରେରିତମାନକୁ ଲଜ୍ଜା ଦିଅନ୍ତି