or_tn/1co/03/intro.md

16 lines
3.2 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

୧ କରିନ୍ଥୀୟ ୦୩ ପର୍ବ ସାଧାରଣ ଟିପ୍ପଣୀ
# ଗଠନ ପ୍ରଣାଳୀ ଏବଂ ରୂପରେଖା
କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୧୯ ପଦ ଓ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।
# ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
## ଶାରୀରିକମନା ଲୋକମାନେ
ସେମାନଙ୍କର ଅଧାର୍ମିକତାର କାର୍ଯ୍ୟ ସକାଶୁ କରିନ୍ଥୀୟ ବିଶ୍ବାସୀମାନେ ଅପରିପକ୍ବ ଅଟନ୍ତି । ସେ ସେମାନଙ୍କୁ “ଶାରୀରିକମନା” ବୋଲି କହନ୍ତି, ଏହାର ଅର୍ଥ ଯେ ସେମାନେ ଅବିଶ୍ବାସୀମାନଙ୍କ ପରି କାର୍ଯ୍ୟ କରନ୍ତି । ଏହି ଶବ୍ଦକୁ ଯେଉଁମାନେ “ଆତ୍ମିକ” ଅଟନ୍ତି ସେମାନଙ୍କର ବିପରିତାର୍ଥକ ଶବ୍ଦ ଭାବରେ ବ୍ୟବହାର କରାଯାଇଛି । ଯଦି ଖ୍ରୀଷ୍ଟିୟାନମାନେ “ଶାରୀରିକମନା” ହୋଇ କାର୍ଯ୍ୟ କରନ୍ତି ତାହାହେଲେ ସେମାନେ ମୁର୍ଖତାର କାର୍ଯ୍ୟ କରୁଛନ୍ତି । ସେମାନେ ଜାଗତିକ ଜ୍ଞାନକୁ ଅନୁସରଣ କରୁଛନ୍ତି । (ଦେଖ:[[rc://*/tw/dict/bible/kt/righteous]],[[rc://*/tw/dict/bible/kt/flesh]],[[rc://*/tw/dict/bible/kt/spirit]],ଏବଂ [[rc://*/tw/dict/bible/kt/foolish]] ଏବଂ[[rc://*/tw/dict/bible/kt/wise]])
# ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣର ଅଳଙ୍କାର
## ରୂପକ
ଏହି ଅଧ୍ୟାୟରେ ଅନେକ ରୂପକ ରହିଛି । ଆତ୍ମିକ ଅପରିପକ୍ବତା ଥିବା ବିଷୟକୁ କହିବା ପାଇଁ ପାଉଲ “ଶିଶୁମାନେ” ଓ “କ୍ଷୀର”କୁ ରୂପକ ଭାବରେ ବ୍ୟବହାର କରିଛନ୍ତି । କରିନ୍ଥୀୟ ମଣ୍ଡଳୀର ବୃଦ୍ଧି ବିଷୟରେ ବର୍ଣ୍ଣନା କରିବା ପାଇଁ ସେ ତାଙ୍କର ଓ ଆପଲ୍ଲଙ୍କ ଭୂମିକାକୁ ରୋପଣ ଏବଂ ଜଳ ସିଞ୍ଚନର ରୂପକ ବ୍ୟବହାର କରିଛନ୍ତି । କରିନ୍ଥୀୟମାନଙ୍କୁ ଆତ୍ମିକତାର ସତ୍ୟ ବିଷୟରେ ଶିଖାଇବା ପାଇଁ ଏବଂ ତାଙ୍କର ଶିକ୍ଷାଗୁଡିକୁ ସେମାନଙ୍କୁ ସହଜରେ ବୁଝାଇ ପାଇଁ ପାଉଲ ଅନ୍ୟ ରୂପକଗୁଡ଼ିକ ମଧ୍ୟ ବ୍ୟବହାର କରିଅଛନ୍ତି । (ଦେଖ:[[rc://*/ta/man/translate/figs-metaphor]])