or_tn/1co/03/18.md

811 B

Let no one deceive himself

ଏହି ଜଗତରେ ସେ ହିଁ ଏକମାତ୍ର ଜ୍ଞାନୀ ଅଟେ ଏହି ମିଥ୍ୟା ଉପରେ କେହି ହେଲେ ବିଶ୍ବାସ କରିବା ଉଚିତ୍ ନୁହେଁ ।

in this age

ଏହି ମାର୍ଗ ଅନୁସାରେ ବିଶ୍ବାସ କରୁ ନ ଥିବା ଯେଉଁ ବ୍ୟକ୍ତି ଆପଣାକୁ ଜ୍ଞାନୀ ବୋଲି ମନେ କରେ

let him become a ""fool

ସେହି ବ୍ୟକ୍ତି ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦ୍ବାରା ମୁର୍ଖ ନାମରେ ନାମିତ ହେବା ପାଇଁ ଇଛୁକ ହେବା ଦରକାର (ଦେଖ:rc://*/ta/man/translate/figs-irony)