# Let no one deceive himself ଏହି ଜଗତରେ ସେ ହିଁ ଏକମାତ୍ର ଜ୍ଞାନୀ ଅଟେ ଏହି ମିଥ୍ୟା ଉପରେ କେହି ହେଲେ ବିଶ୍ବାସ କରିବା ଉଚିତ୍ ନୁହେଁ । # in this age ଏହି ମାର୍ଗ ଅନୁସାରେ ବିଶ୍ବାସ କରୁ ନ ଥିବା ଯେଉଁ ବ୍ୟକ୍ତି ଆପଣାକୁ ଜ୍ଞାନୀ ବୋଲି ମନେ କରେ # let him become a ""fool ସେହି ବ୍ୟକ୍ତି ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦ୍ବାରା ମୁର୍ଖ ନାମରେ ନାମିତ ହେବା ପାଇଁ ଇଛୁକ ହେବା ଦରକାର (ଦେଖ:[[rc://*/ta/man/translate/figs-irony]])