12 lines
1.8 KiB
Markdown
12 lines
1.8 KiB
Markdown
# his work will be revealed
|
|
|
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ନିର୍ମାଣକାରୀ କ’ଣ କରିଅଛି ତାହା ଇଶ୍ବର ସମସ୍ତଙ୍କୁ ଦେଖାଇଦେବେ” (ଦେଖ:[[rc://*/ta/man/translate/figs-activepassive]])
|
|
|
|
# for the daylight will reveal it
|
|
|
|
ଏଠାରେ “ଦିବାଲୋକ” ସମୟର ରୂପକ ଅଟେ ଯେଉଁ ସମୟରେ ଈଶ୍ବର ସମସ୍ତଙ୍କର ବିଚାର କରିବେ । ଏହି ଶିକ୍ଷକମାନେ କ’ଣ କରିଛନ୍ତି ତାହା ଯେତେବେଳେ ଈଶ୍ବର ସମସ୍ତଙ୍କୁ ଦେଖାଇ ଦେବେ, ତାହା ରାତ୍ରୀ ସମୟରେ ଯାହାକିଛି ଘଟିଅଛି ଦିବସର ସୂର୍ଯ୍ୟ ଉପରକୁ ଆସି ତାହା ପ୍ରକାଶ କରିବା ସଦୃଶ ହେବ । (ଦେଖ:[[rc://*/ta/man/translate/figs-metaphor]])
|
|
|
|
# For it will be revealed in fire. The fire will test the quality of what each one had done
|
|
|
|
ଯେପରି ଅଗ୍ନି ଗୋଟିଏ ଗୃହର ଶକ୍ତିକୁ ପ୍ରକାଶ କରିଥାଏ ବା ଦୁର୍ବଳତାକୁ ନଷ୍ଟ କରିଦେଇ ଥାଏ, ଠିକ୍ ସେହିପରି ଈଶ୍ବରଙ୍କ ଅଗ୍ନି ମନୁଷ୍ୟର କର୍ମ ଏବଂ କାର୍ଯ୍ୟକଳାପକୁ ବିଚାର କରିବ । ବିକଳ୍ପ ଅନୁବାଦ: “ଈଶ୍ବର ତାଙ୍କ କାର୍ଯ୍ୟର ଗୁଣ ଦେଖାଇବାକୁ ଅଗ୍ନିର ବ୍ୟବହାର କରିବେ” (ଦଖ:[[rc://*/ta/man/translate/figs-metaphor]])
|