or_tn/1co/03/13.md

1.8 KiB

his work will be revealed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ନିର୍ମାଣକାରୀ କ’ଣ କରିଅଛି ତାହା ଇଶ୍ବର ସମସ୍ତଙ୍କୁ ଦେଖାଇଦେବେ” (ଦେଖ:rc://*/ta/man/translate/figs-activepassive)

for the daylight will reveal it

ଏଠାରେ “ଦିବାଲୋକ” ସମୟର ରୂପକ ଅଟେ ଯେଉଁ ସମୟରେ ଈଶ୍ବର ସମସ୍ତଙ୍କର ବିଚାର କରିବେ । ଏହି ଶିକ୍ଷକମାନେ କ’ଣ କରିଛନ୍ତି ତାହା ଯେତେବେଳେ ଈଶ୍ବର ସମସ୍ତଙ୍କୁ ଦେଖାଇ ଦେବେ, ତାହା ରାତ୍ରୀ ସମୟରେ ଯାହାକିଛି ଘଟିଅଛି ଦିବସର ସୂର୍ଯ୍ୟ ଉପରକୁ ଆସି ତାହା ପ୍ରକାଶ କରିବା ସଦୃଶ ହେବ । (ଦେଖ:rc://*/ta/man/translate/figs-metaphor)

For it will be revealed in fire. The fire will test the quality of what each one had done

ଯେପରି ଅଗ୍ନି ଗୋଟିଏ ଗୃହର ଶକ୍ତିକୁ ପ୍ରକାଶ କରିଥାଏ ବା ଦୁର୍ବଳତାକୁ ନଷ୍ଟ କରିଦେଇ ଥାଏ, ଠିକ୍ ସେହିପରି ଈଶ୍ବରଙ୍କ ଅଗ୍ନି ମନୁଷ୍ୟର କର୍ମ ଏବଂ କାର୍ଯ୍ୟକଳାପକୁ ବିଚାର କରିବ । ବିକଳ୍ପ ଅନୁବାଦ: “ଈଶ୍ବର ତାଙ୍କ କାର୍ଯ୍ୟର ଗୁଣ ଦେଖାଇବାକୁ ଅଗ୍ନିର ବ୍ୟବହାର କରିବେ” (ଦଖ:rc://*/ta/man/translate/figs-metaphor)