or_tn/1co/03/10.md

1.6 KiB

According to the grace of God that was given to me

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଯେଉଁ କାର୍ଯ୍ୟ ମତେ ବିନା ମୂଲ୍ୟରେ କରିବାକୁ ଦେଇଛନ୍ତି” (ଦେଖ:rc://*/ta/man/translate/figs-activepassive)

I laid a foundation

ପାଉଲ ବିଶ୍ବାସ ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ପରିତ୍ରାଣ ସମ୍ବନ୍ଧୀୟ ତାଙ୍କର ଶିକ୍ଷାକୁ ଗୋଟିଏ ଗୃହର ମୂଳଦୁଆ ସ୍ଥାପନ କରିବା ସହିତ ତୁଳନା କରିଛନ୍ତି । (ଦେଖ:rc://*/ta/man/translate/figs-metaphor)

another is building on it

ସେହି ସମୟରେ ଯେଉଁ ବ୍ୟକ୍ତି ବା ଲୋକମାନେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିଲେ ପାଉଲ ସେମାନଙ୍କ ବିଷୟରେ କହନ୍ତି ଯେ ସେମାନେ ସତେ ଯେପରି ମୂଳଦୁଆ ଉପରେ ଗୃହ ନିର୍ମାଣ କରୁଥିବା ବଢେଇ ଅଟନ୍ତି । (ଦେଖ:rc://*/ta/man/translate/figs-metaphor)

let each man

ଏହା ସାଧାରଣ ଭାବେ ଈଶ୍ବରଙ୍କ କାର୍ଯ୍ୟକାରୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଈଶ୍ବରଙ୍କ ସେବା କରନ୍ତି”