16 lines
1.6 KiB
Markdown
16 lines
1.6 KiB
Markdown
|
# According to the grace of God that was given to me
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଯେଉଁ କାର୍ଯ୍ୟ ମତେ ବିନା ମୂଲ୍ୟରେ କରିବାକୁ ଦେଇଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
|
||
|
|
||
|
# I laid a foundation
|
||
|
|
||
|
ପାଉଲ ବିଶ୍ବାସ ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ପରିତ୍ରାଣ ସମ୍ବନ୍ଧୀୟ ତାଙ୍କର ଶିକ୍ଷାକୁ ଗୋଟିଏ ଗୃହର ମୂଳଦୁଆ ସ୍ଥାପନ କରିବା ସହିତ ତୁଳନା କରିଛନ୍ତି । (ଦେଖ:[[rc://*/ta/man/translate/figs-metaphor]])
|
||
|
|
||
|
# another is building on it
|
||
|
|
||
|
ସେହି ସମୟରେ ଯେଉଁ ବ୍ୟକ୍ତି ବା ଲୋକମାନେ କରିନ୍ଥୀୟମାନଙ୍କୁ ଶିକ୍ଷା ଦେଉଥିଲେ ପାଉଲ ସେମାନଙ୍କ ବିଷୟରେ କହନ୍ତି ଯେ ସେମାନେ ସତେ ଯେପରି ମୂଳଦୁଆ ଉପରେ ଗୃହ ନିର୍ମାଣ କରୁଥିବା ବଢେଇ ଅଟନ୍ତି । (ଦେଖ:[[rc://*/ta/man/translate/figs-metaphor]])
|
||
|
|
||
|
# let each man
|
||
|
|
||
|
ଏହା ସାଧାରଣ ଭାବେ ଈଶ୍ବରଙ୍କ କାର୍ଯ୍ୟକାରୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଈଶ୍ବରଙ୍କ ସେବା କରନ୍ତି”
|