or_tn/1co/03/09.md

16 lines
2.0 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# we
ଏହା ପାଉଲ ଏବଂ ଆପଲ୍ଲଙ୍କୁ ସୁଚାଏ, କରିନ୍ଥୀୟ ମଣ୍ଡଳୀକୁ ନୁହେଁ । (ଦେଖ:[[rc://*/ta/man/translate/figs-exclusive]])
# God's fellow workers
ପାଉଲ ନିଜକୁ ଓ ଆପଲ୍ଲଙ୍କୁ ସହକର୍ମୀ ବୋଲି ମନେ କରନ୍ତି ।
# You are God's garden
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହା ଈଶ୍ବରଙ୍କର ଅଟେ” ଓ ) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ଇଶ୍ବର ଆମ୍ଭମାନଙ୍କୁ ବଢିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହାକୁ ଇଶ୍ବର ବଢାନ୍ତି”(ଦେଖ:[[rc://*/ta/man/translate/figs-metaphor]])
# God's building
ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଗୃହ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଈଶ୍ବରଙ୍କ ଗୃହ ସଦୃଶ ଯାହା ଈଶ୍ବରଙ୍କର ଅଟେ” ) ଈଶ୍ବରଙ୍କ ଗୃହ ହୋଇଥିବାରୁ ଆମେ ଯାହା ହେବା ବୋଲି ଈଶ୍ବର ଚାହାଁନ୍ତି ତାହା ସେ ଆମ୍ଭମାନଙ୍କୁ ହେବାକୁ ଦିଅନ୍ତି । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଗୋଟିଏ ଗୃହ ପରି ଅଟ ଯାହା ଇଶ୍ବର ନିର୍ମାଣ କରୁଅଛନ୍ତି” (ଦେଖ:[[rc://*/ta/man/translate/figs-metaphor]])