# we ଏହା ପାଉଲ ଏବଂ ଆପଲ୍ଲଙ୍କୁ ସୁଚାଏ, କରିନ୍ଥୀୟ ମଣ୍ଡଳୀକୁ ନୁହେଁ । (ଦେଖ:[[rc://*/ta/man/translate/figs-exclusive]]) # God's fellow workers ପାଉଲ ନିଜକୁ ଓ ଆପଲ୍ଲଙ୍କୁ ସହକର୍ମୀ ବୋଲି ମନେ କରନ୍ତି । # You are God's garden ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହା ଈଶ୍ବରଙ୍କର ଅଟେ” ଓ ୨) ଈଶ୍ବରଙ୍କ ଉଦ୍ୟାନ ହୋଇଥିବାରୁ ଇଶ୍ବର ଆମ୍ଭମାନଙ୍କୁ ବଢିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକ ଉଦ୍ୟାନ ପରି ଯାହାକୁ ଇଶ୍ବର ବଢାନ୍ତି”(ଦେଖ:[[rc://*/ta/man/translate/figs-metaphor]]) # God's building ସାମ୍ଭାବ୍ୟ ଅର୍ଥ ଗୁଡିକ ୧) ଈଶ୍ବରଙ୍କ ଗୃହ ହୋଇଥିବାରୁ ତାହା ଈଶ୍ବରଙ୍କର ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଈଶ୍ବରଙ୍କ ଗୃହ ସଦୃଶ ଯାହା ଈଶ୍ବରଙ୍କର ଅଟେ” ୨) ଈଶ୍ବରଙ୍କ ଗୃହ ହୋଇଥିବାରୁ ଆମେ ଯାହା ହେବା ବୋଲି ଈଶ୍ବର ଚାହାଁନ୍ତି ତାହା ସେ ଆମ୍ଭମାନଙ୍କୁ ହେବାକୁ ଦିଅନ୍ତି । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଗୋଟିଏ ଗୃହ ପରି ଅଟ ଯାହା ଇଶ୍ବର ନିର୍ମାଣ କରୁଅଛନ୍ତି” (ଦେଖ:[[rc://*/ta/man/translate/figs-metaphor]])