or_tn/1co/02/16.md

834 B

For who can know the mind of the Lord, that he can instruct him?

ପ୍ରଭୁଙ୍କର ମନକୁ ଯେ କେହି ଜାଣନ୍ତି ନାହିଁ ଏହାକୁ ଜୋର ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନର ପ୍ରୟୋଗ କରନ୍ତି । ଈଶ୍ବରଙ୍କ ପରି ବୁଦ୍ଧିମାନ କେହି ନାହାଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନକୁ କେହି ମଧ୍ୟ ଜାଣିପାରିବେ ନାହିଁ, ତେଣୁ ଯହିଁ ବିଷୟରେ ସେ ଜ୍ଞାତ ନୁହନ୍ତି ଏପରି କିଛି କେହି ତାହାଙ୍କୁ ଶିଖାଇ ପାରିବ ନାହି” (ଦେଖ:rc://*/ta/man/translate/figs-rquestion)