or_tn/1co/02/16.md

4 lines
834 B
Markdown
Raw Normal View History

2020-11-19 00:15:53 +00:00
# For who can know the mind of the Lord, that he can instruct him?
ପ୍ରଭୁଙ୍କର ମନକୁ ଯେ କେହି ଜାଣନ୍ତି ନାହିଁ ଏହାକୁ ଜୋର ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନର ପ୍ରୟୋଗ କରନ୍ତି । ଈଶ୍ବରଙ୍କ ପରି ବୁଦ୍ଧିମାନ କେହି ନାହାଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନକୁ କେହି ମଧ୍ୟ ଜାଣିପାରିବେ ନାହିଁ, ତେଣୁ ଯହିଁ ବିଷୟରେ ସେ ଜ୍ଞାତ ନୁହନ୍ତି ଏପରି କିଛି କେହି ତାହାଙ୍କୁ ଶିଖାଇ ପାରିବ ନାହି” (ଦେଖ:[[rc://*/ta/man/translate/figs-rquestion]])