or_tn/1co/02/06.md

16 lines
1.2 KiB
Markdown

# General Information:
ପାଉଲ ତାଙ୍କର ମୁଖ୍ୟ ତର୍କକୁ ସ୍ଥଗିତ ରଖି “ଜ୍ଞାନ”ର ଅର୍ଥ କ’ଣ ଏବଂ ସେ କାହାକୁ କହିବାକୁ ଇଛା କରୁଛନ୍ତି ତାହା ବୁଝାଇ ଦେଉଛନ୍ତି ।
# Now we do speak
ମୁଖ୍ୟ ଶିକ୍ଷାରେ ଏକ ବିରତି ଦେବା ନିମନ୍ତେ ଏଠାରେ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରାଯାଇ ଅଛି । ପାଉଲ ବୁଝାଇବାକୁ ଆରମ୍ଭ କରି କହନ୍ତି ଯେ ଈଶ୍ବରଙ୍କ ଜ୍ଞାନ ହିଁ ସତ୍ୟ ଜ୍ଞାନ ଅଟେ ।
# speak wisdom
ବିଶେଷ୍ୟ “ଜ୍ଞାନ” ଶବ୍ଦକୁ ବିଶେଷଣ ଭାବେ “ଜ୍ଞାନୀ” କୁହାଯାଇଛି । ବିକଳ୍ପ ଅନୁବାଦ: “ଜ୍ଞାନର କଥା କୁହ” ବା “ଗୋଟିଏ ଜ୍ଞାନର ବାର୍ତ୍ତା କୁହ” (ଦେଖ:[[rc://*/ta/man/translate/figs-abstractnouns]])
# the mature
ପରିପକ୍ବ ବିଶ୍ବାସୀ