or_tn/1co/02/06.md

1.2 KiB

General Information:

ପାଉଲ ତାଙ୍କର ମୁଖ୍ୟ ତର୍କକୁ ସ୍ଥଗିତ ରଖି “ଜ୍ଞାନ”ର ଅର୍ଥ କ’ଣ ଏବଂ ସେ କାହାକୁ କହିବାକୁ ଇଛା କରୁଛନ୍ତି ତାହା ବୁଝାଇ ଦେଉଛନ୍ତି ।

Now we do speak

ମୁଖ୍ୟ ଶିକ୍ଷାରେ ଏକ ବିରତି ଦେବା ନିମନ୍ତେ ଏଠାରେ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରାଯାଇ ଅଛି । ପାଉଲ ବୁଝାଇବାକୁ ଆରମ୍ଭ କରି କହନ୍ତି ଯେ ଈଶ୍ବରଙ୍କ ଜ୍ଞାନ ହିଁ ସତ୍ୟ ଜ୍ଞାନ ଅଟେ ।

speak wisdom

ବିଶେଷ୍ୟ “ଜ୍ଞାନ” ଶବ୍ଦକୁ ବିଶେଷଣ ଭାବେ “ଜ୍ଞାନୀ” କୁହାଯାଇଛି । ବିକଳ୍ପ ଅନୁବାଦ: “ଜ୍ଞାନର କଥା କୁହ” ବା “ଗୋଟିଏ ଜ୍ଞାନର ବାର୍ତ୍ତା କୁହ” (ଦେଖ:rc://*/ta/man/translate/figs-abstractnouns)

the mature

ପରିପକ୍ବ ବିଶ୍ବାସୀ