or_tn/1co/01/25.md

4 lines
1.8 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the foolishness of God is wiser than people, and the weakness of God is stronger than people
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ପାଉଲ ବ୍ୟଙ୍ଗଭାବରେ ଈଶ୍ବରଙ୍କ ମୁର୍ଖତା ଓ ଦୁର୍ବଳତା ବିଷୟରେ କହୁଛନ୍ତି । ପାଉଲ ଜାଣନ୍ତି ଇଶ୍ବର ମୁର୍ଖ କି ଦୁର୍ବଳ ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମୁର୍ଖତା ଭଳି ଦେଖାଯାଉଥିବା ବିଷୟ ଲୋକମାନଙ୍କର ଜ୍ଞାନ ତୁଳନାରେ ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଈଶ୍ବରଙ୍କ ଦୁର୍ବଳତା ଭଳି ଦେଖାଯାଉଥିବା ବିଷୟ ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ ଅଟେ” ବା ) ପାଉଲ ଗ୍ରୀକ ଲୋକମାନଙ୍କ ଦୃଷ୍ଟିକୋଣରୁ କହୁଛନ୍ତି ଯେଉଁମାନେ ଭାବନ୍ତି ଇଶ୍ବର ମୁର୍ଖ ଓ ଦୁର୍ବଳ ଅଟନ୍ତି । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଜ୍ଞାନ ବୋଲି କହନ୍ତି ତାହାଠାରୁ ଯାହାକୁ ଲୋକମାନେ ଈଶ୍ବରଙ୍କର ମୁର୍ଖତା ବୋଲି କହନ୍ତି ତାହା ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଲୋକମାନେ ଯାହାକୁ ଈଶ୍ବରଙ୍କ ଦୁର୍ବଳତା ବୋଲି କହନ୍ତି, ତାହା ପ୍ରକୃତରେ ଲୋକମାନଙ୍କ ଶକ୍ତିଠାରୁ ଅଧିକ ବଳବାନ”(ଦେଖ:[[rc://*/ta/man/translate/figs-irony]])