or_tn/1co/01/25.md

1.8 KiB
Raw Blame History

the foolishness of God is wiser than people, and the weakness of God is stronger than people

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ପାଉଲ ବ୍ୟଙ୍ଗଭାବରେ ଈଶ୍ବରଙ୍କ ମୁର୍ଖତା ଓ ଦୁର୍ବଳତା ବିଷୟରେ କହୁଛନ୍ତି । ପାଉଲ ଜାଣନ୍ତି ଇଶ୍ବର ମୁର୍ଖ କି ଦୁର୍ବଳ ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମୁର୍ଖତା ଭଳି ଦେଖାଯାଉଥିବା ବିଷୟ ଲୋକମାନଙ୍କର ଜ୍ଞାନ ତୁଳନାରେ ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଈଶ୍ବରଙ୍କ ଦୁର୍ବଳତା ଭଳି ଦେଖାଯାଉଥିବା ବିଷୟ ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ ଅଟେ” ବା ) ପାଉଲ ଗ୍ରୀକ ଲୋକମାନଙ୍କ ଦୃଷ୍ଟିକୋଣରୁ କହୁଛନ୍ତି ଯେଉଁମାନେ ଭାବନ୍ତି ଇଶ୍ବର ମୁର୍ଖ ଓ ଦୁର୍ବଳ ଅଟନ୍ତି । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଜ୍ଞାନ ବୋଲି କହନ୍ତି ତାହାଠାରୁ ଯାହାକୁ ଲୋକମାନେ ଈଶ୍ବରଙ୍କର ମୁର୍ଖତା ବୋଲି କହନ୍ତି ତାହା ଅଧିକ ଜ୍ଞାନଯୁକ୍ତ ଅଟେ, ଏବଂ ଲୋକମାନେ ଯାହାକୁ ଈଶ୍ବରଙ୍କ ଦୁର୍ବଳତା ବୋଲି କହନ୍ତି, ତାହା ପ୍ରକୃତରେ ଲୋକମାନଙ୍କ ଶକ୍ତିଠାରୁ ଅଧିକ ବଳବାନ”(ଦେଖ:rc://*/ta/man/translate/figs-irony)